ଏଇଟା ଭୂଲ୍ କାହିଁକି❗କୋଟିଆ କନ୍ଧଙ୍କ ରାଜା❗
HTML-код
- Опубликовано: 31 мар 2025
- Welcome to fresh new vlog , in this video we are showing you a tribal village Miria puja Phodu puja ceremony by Siria kandha, it comes under Kandhamal district Tumudibandha block Belgjar panchayat Rangaparu Village . There is different types of culture is arranged with tribal rituals and culture. which is best and unique and they are belongs from scheduled tribe. Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #ground zero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #similipal #video #odisha #odiavideo #odushavillagelife #mountainlifestyle #wildanimals #wildlife #marriagevideo #tribalmarriage #tribalmarriagevideo #mountainlifestyle #quarrelsvideo #fightvideo #mountainlifestyle #wildlife #wildanimals #part2 #santalitribe #santalivideo
www.instagram....
Facebook link
/ cdkvn4f8ztz17a5s
କନ୍ଧମାଳ ଆସି କନ୍ଧମାଳ ର ଏହି ପର୍ବ କୁ ଲୋକ ଲୋଚନକୁ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ୍ ସାର୍।
ଏହିମାନଙ୍କୁ ଦେଖି ଖୁସି ହେବା ଦରକାର ନୁହଁ,କେମିତି ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ଦେଇ ସତ୍ୟକୁ ଜାଣିବେ ଚେଷ୍ଟା କରିବା ଦରକାର
ହେଲେ ଆଇନ ଅନୁଯାୟୀ ଏହା ଅନ୍ଧ ବିଶ୍ୱାସ ନୁହଁ ବରଂ ସୁନ୍ଦର ପରମ୍ପରା 😂
ଏମାନଙ୍କୁ ଉଚିତ୍ ଶିକ୍ଷା ବ୍ୟବସ୍ଥା କଲେ ଭଲ ହୁଅନ୍ତା 👌
Dekhai thibaru dhonyo bad vai bout volo lagila🙏🙏
❤❤❤❤❤❤ super nice video
ବହୁତ୍ ସୁନ୍ଦର vlog sharing bhai
ଆମ କନ୍ଧମାଳ ଜିଲ୍ଲାର ସଂସ୍କୃତି , ପର୍ବପର୍ବାଣି ଓ ପରମ୍ପରା କୁ ଲୋକଲୋଚନ କୁ ଆଣିଥିବାରୁ ଅଶେଷ ଧନ୍ୟବାଦ । ଏଠାରେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ , କୁସଂସ୍କାର ଓ ଅନ୍ଧବିଶ୍ଵାସର ସଚେତନତା ଅଭାବ । ଆପଣଙ୍କୁ ଅନୁରୋଧ ଯଦି ଆପଣ ଆଗାମି ଦିନରେ କେବେ ଏହିପରି ଅପହଞ୍ଚ ଗାଁକୁ / ସ୍ଥାନକୁ ଯାଆନ୍ତି ତେବେ ସଚେତନର ବାର୍ତ୍ତା ନେଇକି ଯାଆନ୍ତୁ । ଏହା ମୋର ହୃଦୟର ସ୍ୱାଗତ ଓ କୃତଜ୍ଞ ।
ଏମାନେ ହେଉଛନ୍ତି ପୃଥିବୀର ମାଲିକ ଯଦି ସେମାନେ ନିଜ ଧର୍ମକୁ ଛାଡ଼ି ଅନ୍ୟ ଧର୍ମକୁ ଯିବେ। ତେବେ ମାଲିକ ହେଇ ପାରିବେନି କାରଣ ହିନ୍ଦୁ ଧର୍ମ ରେ ବ୍ରାହ୍ମଣ ପ୍ରଥମ ସୃଷ୍ଠି ସେ ମାଲିକ ଆଉ ଖ୍ରୀଷ୍ଟିଆନ୍ ରେ ଅଭା ଆଦମ୍ ର ବଂଶଜ,
ଏମାନେ କେଉଁ ଧର୍ମ ର ନୁହଁ ନିଜ ଆଦିବାସୀ ଧର୍ମର।
Pura thik katha vaiii ..
@@BanditteachingTrick ଧନ୍ୟବାଦ୍ ଭାଈ କଥା ପଦେ କହିଥିବାରୁ
Right sir 🙏
ଦୁର୍ଗାପୂଜା ବେଳେ ଏଭଳି ଅନେକ ଜାଗାରେ ବଳି ଦିଆ ଯାଉଛି
ଓଡିଶାରେ 62 ପ୍ରକାରର ଜନଜାତି ବାସ କରନ୍ତି। ଓଡିଶାରେ ଭାରତର ଅନୁସୂଚିତ ଜନଜାତିର ତୃତୀୟ ବୃହତ୍ତମ ଜନସଂଖ୍ୟା ରହିଛି। #odisha #IndiasBestKeptSecret ଆଦିବାସୀ ସମ୍ପ୍ରଦାୟ ଓଡ଼ିଶାର ଅବିସ୍ମରଣୀୟ ଜୀବନ୍ତ ଆତ୍ମା 👍🔥
juhar emane kuhanti ki ? apna barambar juhar juhar kahchanti !
ଏଇ ପର୍ବରେ ଆଗରୁ ଲୋକମାନେ ମେରିଆ ବଳି ମାନେ ଲୋକକୁ ବଳି ଦେଉଥିଲେ ଏବେ ବଧେ ସେଇଟା ନାହିଁ 😮😊
Bahuta bhadia lagila video ❤❤👍🏻👍🏻💯💯 form bissam Cuttack
RUclipsr ମାନେ ଯଦି କନ୍ଦଜାତି ଓ ଆଦିବାସୀ ମାନଙ୍କର ଭାଷା କୁ ଓଡ଼ିଆ ରେ ତାଙ୍କ ତାଙ୍କ ଭାଷା କୁ ଅନୁବାଦ କରନ୍ତେ ଭଲ
ହୁଅନ୍ତା , ତାଙ୍କ ଭାଷା କୁ ସେ କୁହନ୍ତେ ତାହାର ଓଡ଼ିଆ ଅନୁବାଦ କରନ୍ତେ, ତେବେ ଓଡ଼ିଆ ଲୋକ ତାଙ୍କ ଭାଷା ର ଅର୍ଥ ବୁଝିପାରନ୍ତେ
👍👌ବହୁତ ସୁନ୍ଦର
ସମସ୍ତେ ତ ବହୁତ ଭଲ, ବହୁତ ସୁନ୍ଦର, ବହୁତ ବଢିଆ କହୁଛନ୍ତି, କିନ୍ତୁ ଆପଣ ମାନେ ସେ ଏରିଆର ଲୋକମାନଙ୍କୁ କେବେ ପରିବର୍ତନ କରିବେ? ଖାଲି ଭିୟୁ ପାଇଁ ସବସକ୍ରାଇବ ପାଇଁ କଲେ କଣ ଆପଣଙ୍କ ଫାଇଦା ଭାଇ ସେ ଲୋକମାନଙ୍କୁ ଶିକ୍ଷା ଶୀଳରେ ନିଅନ୍ତୁ ଆପଣଙ୍କୁ ସମସ୍ତେ ପ୍ରସଂଶା କରିବେ l
Kahiki , ????semane semti asikkhita thantu aau gariba thantu , kaunasi hindu chahnti ni , khali christian hi chahanti ,
ଏଇ ଟା ଆଦିବାସୀ ପରମ୍ପରା ବହୁତ୍ ବଢ଼ିଆ
ମାଘିଆ ତତେ ବଳି ଦେବା ଦରକାର ମୁର୍ଖ
ଆମ ଆଦିବାସୀ ମାନଙ୍କୁ ହୀନ ଦେଖୁଥିବା ଲୋକ, ତାଙ୍କ ର ରୀତିନୀତି ପ୍ରର୍ବ ପ୍ରବଣୀ ବିରୋଧ କରୁଛ l ବଳି ପ୍ରଥା କୁ ବିରୋଧ କରୁଛ l ନିଜେ କୋଉ ଧର୍ମ ପାଳନ କରୁଛ ସେଇଟି ଅନେକ ପୁରାଣ ରେ ଅତ୍ୟାଚାର ବିଷୟରେ ଲେଖା ହୋଇଛି ସେଇଟା ଲୋକ ଲୋଚନ କୁ ଆଣୁନ l ବଳି ପ୍ରଥାକୁ ବିରୋଧ କରୁଛ l ଏଇଠି ଶିକ୍ଷା ଦରକାର ବଳି କହୁଛ l ପାଟି ସୁୱାଦ ଜୀବ ହତ୍ୟା କରି ମାଂସ ଖାଉଛ l ସେତେବେଳେ ସହର ଲୋକ ମାନଙ୍କୁ ଅଶିକ୍ଷିତ ବୋଲି କହୁନ l
Nice video bhai❤❤❤❤❤
🙏🏼କିଛି ସାମାଜିକ ସଂସ୍କାର,, ପାରମ୍ପରିକ ସଂସ୍କାର ଆବଶ୍ୟକ ରହିଛି, ଯାହା ବର୍ତମାନ ସମାଜରେ ଦରକାର 🙏🏼🙏🏼🙏🏼
Bhutu sundar 👍
Thank you bhai🎉🎉 my near by village
Bahut sundar video
ମୋତେ ବହୁତ ଦୁଃଖ ଲାଗୁଛି ସେ କଲ ଏବଂ ଗ୍ରାମ କୁ ଧିକିଖି ଏମାନେ କେବେ ପରିବର୍ତ୍ତନ ହେବେ କି
ଅନ୍ୟର ଘର ଉଜାଡି ନିଜ ଘର ସଜାଡୁ ଛନ୍ତି 😅 ମୋ ମତରେ ରେ ତୋ ବଳି ପ୍ରଥା ଉଠିଥିବା ଦରକାର 😢 ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ ଅଘୁଛନ୍ତି, କାରଣ ସେମାନେ ନିରୀହ ପଶୁ ଟିଏ ହେଲେ ଭି ମଧ୍ୟ ଆମ୍ଭମାନଙ୍କୁ ଚାଷରୁ ଆରମ୍ଭ କରି ଦୁଗ୍ଧ , ଶସ୍ୟ, ଇତ୍ୟାଦି ସହଯୋଗ ଯୋଗାଇ ଦେଉଛନ୍ତି❤ ଆପଣଙ୍କ ମତାମତ ପ୍ରତିପାଦନ କରନ୍ତୁ 👇😢❤
ପୁଢ଼କୁ ରାଘରେ ହାଣିକି ବଳି ଦେଲେ ଭଲ ବଲିକି କହୁଛନ୍ତି, କିନ୍ତୁ, ସାନ୍ତି,ଦୟା, କ୍ଷମା ଏବଂ ପ୍ରେମ ବିଷୟରେ ସିକ୍ୟାଦେଲେ ଏଇଟାବୁଲ୍ ବୁଲିକି କହୁଛନ୍ତି
Great bhai
ଜଉ ଗାଆଁ ରେ ଏଭଳି ଯାତ୍ରା ହଉଚି ସେ ଗାଁ ରେ ଲୋକଙ୍କ ପାଇଁ ଭଲ ରହିବା ଘର ,ଭଲ ମେଡିକାଲ୍, ଭଲ school , ଯାତାୟାତ ପାଇଁ ଭଲ ରାସ୍ତା ର ବ୍ୟବସ୍ଥା କରାଯାଉ। ନିରୀହ ଏ ଲୋକଙ୍କୁ ସ୍ନେହ ଆଦର କରି ବିକାଶ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ପ୍ରତିଟି ମନୁଷ୍ୟ ର ଚେଷ୍ଟା ରହୁ। 😌
🎉 ଆମ ପରମ୍ପରା, ଆମ ସଂସ୍କୃତି ଆମକୁ ବଡ। 🙏
ଜୟ ଜଗନ୍ନାଥ ❤
Bahut bhala laguchi
First Like First Watch ❤❤❤ Love You Bro
କଉ ଗାଁ ର ସାର୍ କନ୍ଦମାଳାରେ
Bring the life of kandhamal tribals before Government for their development. Thanks. Ver nice video.
Sir, I am very happy for your reply on my comments. thanks.
I am waiting for your further valuable vidios on kandhamal trivals and oblige.
🙏🙏🙏🙏🙏🙏 sir Ur valuable comments matter me a lot but last 5 day I am very much busy so it's not possible to reply every comment. Keep motivating and watching 🙏🙏🙏🙏🙏🙏
Bahut thanks kandhamal vlogs🎉🎉🎉🎉🎉
Mu tumudibandha ra basinda. Tumudibandha re b heuthila kintu ebe band karidiagala ethi kebe band heba prabhu. Kandhamal re bahut andha biswas chalichi mu pilabelu ebe jae dekhiasuchi.
Andha biswas kebe duro hebo😢😢
2:34 ଆଦିବାସୀ reper in grandmother 😂
ବହୁତ ସୁନ୍ଦର
Aapana bahuta bhala sir
Very nice bro
ଜୟ ଜଗନ୍ନାଥ
Supr😂😂😂
what is meaning of ମେରିଆ? ଆମ ଆଡେ ମେରିଆ ଖେଳ ଅଛି👍👍 କୁମାର ପୁର୍ଣିମା କୁ ଆମେ ଝିଅ ପିଲା ଖେଳଉ ମେରିଆ ଖେଳ ବହୁତ ହସ "ହସି ହସି ଗଡିଯିବ ପେଟ ବିନ୍ଧିବ ଏତେ ହସ"
ଭାଇ ତମେ ଆମ ଗାଁ କୁ ଆସିଥିଲ, ମୁଁ ଦେଖିଛି 🎉🎉🎉🎉
Keve jaethila sar
Kendujhar amo ade meria kahile monisa puja ku kahanti ebbe monisa puja heuni
Bhaut sunder bhai
Nice bro
Mote ehank sankriti dekhi dukha laguchi kemiti emane now duniaku asibe chesta karantu sir,
Right bro ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ ଅଘୁଛନ୍ତି 🎉
👍👍👍
Kete sundar chhuate❤❤❤❤❤
Au kete jana asithile tankara chelal kn tk kuhantu
❤❤❤❤❤
Bhai Jay Jagannath
ଏ ମାଗିହା ସବୁ ମୁର୍ଖ ଗରିବ ଏବଂ ପଶୁ ପ୍ରବୃତ୍ତି ଏମାନଙ୍କ ପର୍ବକୁ ଆଇନ ର ଆଶ୍ରୟ ନେଇ ବନ୍ଦ କରିଦେବା ଦରକାର
Ta maa ku se lokamane Kari chhanti
ବନ୍ଦ କଲେ ପରିଚୟ ହଜିଯିବ
କିଛି କରି ପାରିବନି because ଆଦିବାସୀ ମାନଙ୍କର unity ବହୁତ strong ଆଇନ୍ କଣ ତା ବାପା ବି କିଛି କରି ପାରିବେନି 😂
ଗାଳି କାହିଁକି କରିଛନ୍ତି
ଏମାନଙ୍କର ସଂସ୍କୃତି ଦେଖି ସହି ପାରୁ ନାହାଁନ୍ତି
Tu gote ma giha
ବ୍ରାହ୍ମଣ ମାନେ ଯଦିଓ ଆଦିବାସୀ ମାନଙ୍କୁ ହିନ୍ଦୁ ବୋଲି ଦାବି କରୁଛନ୍ତି, ତାହାହେଲେ ମାନିବାକୁ ପଡ଼ିବ ଯେ ହିନ୍ଦୁ ଧର୍ମରେ ଏପରି ସବୁ ପୁଡ ପୂଜା ଗାଈ ପୂଜା କୁକୁଡ଼ା ଚେଲି ମେଣ୍ଢା ପୂଜା ସବୁ ହୁଏ , ଯଦିଓ ଏହିପରି କର୍ମ କୁ ଭୁଲ୍ ବୋଲି କହୁଛନ୍ତି ତାହାହେଲେ ଯେଉଁମାନେ ଶିକ୍ଷା ସ୍ୱାସ୍ଥ୍ୟ ଦେଇ ପରିବର୍ତ୍ତନ କରନ୍ତି ସେମାନଙ୍କୁ ବ୍ରାହ୍ମଣ ମାନେ ଘ୍ରୁଣାକରନ୍ତି ଆଉ ଆରୋପ ଲଗାନ୍ତି , ବ୍ରାହ୍ମଣ ମାନଙ୍କ ର ଯଦି ହିନ୍ଦୁ ପ୍ରତି ଓ ଆଦିବାସୀ ହିନ୍ଦୁଙ୍କ ପ୍ରତି ଏତେ ଦରଦ ଅଛି ତାହେଲେ ଏମାନଙ୍କ ପାଖକୁ ଯାଇ ହିନ୍ଦୁ ରୀତି ନୀତି ଓ ରାମ କ୍ରୁଷ୍ନଙ୍କ ବିଷୟରେ କାହିଁକି ଶିକ୍ଷା ଦେଉନାହାନ୍ତି? ମିଥ୍ୟା ବାଦି କୁଟିଳ ବାଦି ଜଟିଳ ବାଦି ସ୍ୱାର୍ଥ ବାଦି ବ୍ରାହ୍ମଣ
Bahut badia lagila I'm titlagarh
Nice
ପୋଡ଼ ହତ୍ୟା ବନ୍ କର
ଆଦିବାସୀମାନେ ଏବେ ପର୍ଯ୍ୟନ୍ତ ପରିବର୍ତନ ହୋଇନାହାନ୍ତି, ଏମାନଙ୍କୁ କିପରି Update କରାଯିବ??
Thank you ❤
Very nice vlge
Bhai nabarangpur thare asantu🙏🙏🙏🙏
Maa mane samaste nisa sebana karichanti janapasuchi.
Jay 🚩 jagannath 🙏🙏🙏🙏
Bahut naja chanhuchanti esabu band heu boli hele kukuda b to mariki khauchanti na kukuda ro kn jiban naiki jaudina samaste vegitarian heijibe se dina jiba hatya band heba au bali b
🎉🎉🎉🎉
Mu b balangiria Adivasi sir Jay adivasi🙏⚔️🙏
ନାଇସ 👌❤❤
From Telkoi, Kaliahata
ଧନ୍ୟବାଦ୍, କୋଟିଆ କନ୍ଧ ଙ୍କର୍ ପର୍ବ ଦେଖାଇଥିବାରୁ କିନ୍ତୁ ତାଙ୍କର ସବୁକିଛି କାର୍ଯ୍ୟ କଳାପ ନାଚ ଗୀତ ଦେଖାଇଲାବେଳେ ନିଜର ଫୋଟୋ ନ ଯୋଡିଲେ ଭଲ ହୁଅନ୍ତା କାରଣ ତାଙ୍କର ସବୁ ସଂସ୍କୃତି
ଜାଣିହେଉନାହିଁ, ସାରାଂଶ ବେଳେ ଆପଣଙ୍କର ଫଟୋ ଦିଅନ୍ତୁ ।
ଏ ମାନେ ଭାଇ କେବେ ମନ ପରିବର୍ତ୍ତନ କରି ଯିଶୁଙ୍କୁ ବିଶ୍ଵାସ କରି ପରିତ୍ରାଣ ପାଇବେ ଦୟାକରି ଏହି ମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ
Sundar calture
❤❤❤𝓗𝓱𝓱 𝓼𝓲𝓻
ଓ ଆମ ପାପ ପାଇଁଁ ଯୀଶୁ ଖ୍ରୀଷ୍ଟ ପାପାଧୁଇବା ପାଇଁ ପାପରୁ କରିଦେଲା ସେ ଯୀଶୁ ଆମ ପାପ ପାଇଁଁ ପ୍ରଭୁ ନିଯେ ଇସ୍ରାଏଲ ଦେସରେ କାଲବରି କ୍ରୁଶରେ ଯିବନ ଦେଇକି ତିନି ଦିନ ପରେ ଯୀଶୁ ଉଠିଛନ୍ତି ମର ପବିତ୍ର ବାଇବଲ ପ୍ରଛାର କର ସର୍ଗକୁ ଗଲା ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ସକ୍ତିମାନ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧରିଛୁ
Convert christian ki
Tu kie re
Ja jisu rajya re rahibu ethi kn karuchu😊
@@bishnupriyapradhan8650 right
Bhai Ghar kouthi
ମୋନ ପରିବର୍ତ୍ତନ କର କାରଣ ସର୍ଗରଜ୍ୟ ସନ୍ନିକଟ
❤
Right 👍
🕉 ଶାନ୍ତି 🙏🙏🙏
Part 2 bhai jaldi se upload kar
କନ୍ଧ ହିନ୍ଧୁ ପରି ବର୍ଥନ୍ ନାହିଁ
ମାରିଆ ପ୍ରଥା ବିଷୟ ରେ ହିଷ୍ଟୋରି ବହି ରେ ଛପା କରାଯାଇଛି
Bhai abe kou jaga re ochho, aame G. Udayagiri re ochhu, aamo khoro mayurbhanj bhai dekha kori jibo
👍🙏
Many many thanks brother
କନ୍ଧ ଅନ୍ଦ୍
Adivasi hi prakriti sebak Jay meriya
ବ୍ରାହ୍ମଣ ଅନ୍ଧ ଘୀଅ କୁ ଯାଲେ ଓ ଗୋମୁତ୍ର, ଗୋଗର ଖାଏ
ମାଗିଆ କନ୍ଧ ମାନେ ଗୁହ ମୁତ ଖାଅନ୍ତି ନି ମାଂସ ଖାଅନ୍ତି 😂😂 ଭ୍ରାହ୍ମଣ ପୁଦି ଚୁପ୍ କରି ରହିତା 😂😂
@@indianchristianmissioncent6693 prakruti ku surakhy deithiba aka sampradaya
Tu sala nije andha
ତଥାପି କହୁଚ୍ଛ Reservation ଉଠାଇ ଦିଅ। ଦେଖ ଏବେ ବି ଆଦିବାସୀ ଅଧିକାର ବଞ୍ଚିତ
ଭାଇ କୋଉଠି ଏରିଆ
କେତେଦିନ ଅନ୍ଧବିଶ୍ୱାସକୁ ଅନୁସରଣ କରିବ ରେ କନ୍ଧମାନେ😂😂🤣🤣
Kandhamal re ete anunatha ki lack of education 😢😢😢
Ma dharani ku balidiahuanahi ) Jai ma samalei 🚩🚩🚩🚩🚩🚩🚩🕉️🕉️🕉️🕉️🕉️🕉️🕉️🌺🌺🌺🌺🌺🌺🌺🙏🙏🙏🙏🙏🙏🙏
ଖାଦ୍ୟ ବାଛିଲେ ଘୋଡା ଡେଇଁବ ପେଟରେ 😅😅😅😅 ଭାଇ
ଯୀଶୁ ମରିକି ତିନି ଦିନ ପରେ ଉଠିକି ମର ପବିତ୍ର ବାଇବଲ ସାରା ପୃଥିବୀରେ ପ୍ରଛାର କର ବଲି କହିଛନ୍ତି ହିନ୍ଦୁ ଭାଇ ଯାଣ ତମେ ସମାଦିରୁ ଉଠିକି ସ୍ବର୍ଗକୁ ଗଲା ସେହି ସକ୍ତିମାନ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଧରିଛୁ
ଏଇ ମାନେ ଗୋଟେ ଗୋଟେ ମୋଣୀଶ ରାକିୟାସ ଛି ଛି,,,,,,
😢😢
Esabu. Bhull. Param paraa. Andha wispaass
Ta hele kota thik parampara!!!!
Aapanna. Ta. Sikhita. Thibe. Nihaati. Sorch. Karantu. Kau parba. Bholla. Laage. Aapanna nku, mote. Kintu. Itihaas. Ra. Pramaanna. Jautaa. Thiba. Taahaa. Hin. Parba. Mote. Bholla. Laage, khrishtyan maananka. Festival
Right
juhar emane kuhanti ki ? apna barambar juhar juhar kahchanti
Agaru ama koraput zilla re jeun meria jatra hauthila,sethire dharni penu ku manisha bali paduthila,ebe kintu bandh heigalani
Athi mainsi bali dia jai bhai
Are Bhai apana regional language tk learn karantu.... because communication thik heba....
ଏବେ କଣ ପାଇଁଁ ଘଟୁଛି ଏ ପୃଥିବୀରେ ଘଟୁଛି କାହା ଦୁଆରା ଘଟୁଛି ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କର ସମୟ ଅତି ସନ୍ନିକଟ ହେଲାଣି ଯୀଶୁ ଖ୍ରୀଷ୍ଟ ଏ ପୃଥିବୀରେ ଖ୍ରୀଷ୍ଟାନ୍ ଲୁକମାନଙ୍କୁ ସର୍ଗକୁ ନେବା ପାଈ ଆସୁଛନ୍ତି ଯୀଶୁ
Kanda Mane pura na
Bhai samastanka Sanskruti parampara Virnna sabu ku Sam man karba katha...